young gotipua dancer in traditional costume guru teaching dance stage performance with odisha village background (1)

Gotipua is a traditional Odia dance form where young boys dress as girls and perform devotional stories of Sri Jagannath and Radha-Krishna. This unique dance style is considered the spiritual and artistic forerunner to the classical Odissi dance. Let’s explore the roots, beauty, and legacy of this timeless

ଗୋଟିପୁଆ ଓଡ଼ିଶାର ପ୍ରାଚୀନ ନୃତ୍ୟ କଳା ଅଟୁଟ ପରମ୍ପରା। ପୁଅମାନେ ଝିଅ ଭେଷ ଧରି ଭକ୍ତି ଭାବରେ ଶ୍ରୀଜଗନ୍ନାଥଙ୍କ ଓ ରାଧାକୃଷ୍ଣଙ୍କ ଉପରେ ଆଧାରିତ ଗାଥା କୁ ନୃତ୍ୟ ମାଧ୍ୟମରେ ପ୍ରସ୍ତୁତ କରନ୍ତି। ଏହି ଶୈଳୀ ଓଡିଶୀ ନୃତ୍ୟର ଆଧାର ଭାବେ ଗ୍ରହଣ କରାଯାଏ।

History of Gotipua | ଇତିହାସ

The Gotipua tradition began in the 16th century when Mahari dancers were no longer allowed to perform inside Jagannath Temple. Young boys continued the tradition outside, keeping the devotional spirit alive.

ଗୋଟିପୁଆ ନୃତ୍ୟର ଆରମ୍ଭ ୧୬ଶତାବ୍ଦୀରେ ହୋଇଥିଲା। ଯେତେବେଳେ ମହାରୀମାନେ ମନ୍ଦିରରେ ନୃତ୍ୟ କରିପାରୁନଥିଲେ, ପୁଅମାନେ ଏହି ନୃତ୍ୟ ପ୍ରଥାକୁ ବାହାରରେ ଜାରି ରଖିଲେ।

Dance Style & Costume | ଶୈଳୀ ଓ ପୋଷାକ

The boys wear saree-style outfits, long hair wigs, floral ornaments, and perform expressive dance using classical mudras and bends.

ପୁଅମାନେ ଝିଅ ଭେଷରେ ରଙ୍ଗିନ ପୋଷାକ, ଫୁଲ ମୁଡି, ମାଥାରେ ଗଜରା ଓ ଅଳଙ୍କାର ପିନ୍ଧିଥାନ୍ତି। ଏହି ନୃତ୍ୟରେ ଭାବ, ମୁଦ୍ରା ଓ ଅଙ୍ଗ ଭାଙ୍ଗି ପ୍ରଧାନ।

Where to Watch | କେଉଁଠି ଦେଖିପାରିବେ

Raghurajpur village near Puri is the best place to witness Gotipua. Cultural festivals like Konark Festival also showcase this art.

ପୁରୀ ନିକଟର ରଘୁରାଜପୁର ଗ୍ରାମ ଗୋଟିପୁଆ ଶିଳ୍ପ ପାଇଁ ପ୍ରସିଦ୍ଧ। କୋଣାର୍କ ଉତ୍ସବ ଭଳି ସଂସ୍କୃତିକ ଅବସରରେ ଏହି ନୃତ୍ୟ ପ୍ରସ୍ତୁତ ହୁଏ।

Young Gotipua Dancer In Traditional Costume Guru Teaching Dance Stage Performance With Odisha Village Background 1024x1024

Final Thought | ଶେଷ କଥା

Gotipua is more than dance — it’s a living legacy of Odisha’s devotion and art. Supporting this tradition keeps our culture alive.

ଗୋଟିପୁଆ କେବଳ ଏକ କଳା ନୁହେଁ, ଏହା ଓଡ଼ିଶାର ଆତ୍ମା ଓ ପରମ୍ପରାର ଚିହ୍ନ। ଏହାକୁ ରକ୍ଷା କରିବା ଆମର ଦାୟିତ୍ୱ।

Leave a Reply

Your email address will not be published. Required fields are marked *